ଶ୍ରେୟ ନେବାକୁ ଲଢ଼େଇ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଅଟକିଛିି ରେଳ ଷ୍ଟେସନ ଉନ୍ନତୀକରଣ ଯୋଜନା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ୍‌ ଉନ୍ନତୀକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଭିନ୍ନ ଭିନ୍ନ ଯୋଜନା କରିଛନ୍ତି। ଏଥିପାଇଁ ପୃଥକ ପୃଥକ ଖର୍ଚ୍ଚ ଅଟକଳ ବି ହୋଇଛି। କିନ୍ତୁ କାମ ହୋଇପାରୁନି। ନିର୍ମାଣ କାର୍ଯ୍ୟ ଆରମ୍ଭରେ ପ୍ରତିବନ୍ଧକ ସାଜିଛି ଏମ୍‌ଓୟୁ। କେବେ ଓ କେଉଁଠି ଉଭୟ ପକ୍ଷଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହେବ ସ୍ଥିର ହୋଇପାରୁ ନଥିବାରୁ ଭୁବନେଶ୍ୱର ରେଳ ଷ୍ଟେସନ ଉନ୍ନତିକରଣ ଯୋଜନା ଏବେ ଅନିଶ୍ଚିତତା ମଧ୍ୟକୁ … Continue reading ଶ୍ରେୟ ନେବାକୁ ଲଢ଼େଇ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳିରେ ଅଟକିଛିି ରେଳ ଷ୍ଟେସନ ଉନ୍ନତୀକରଣ ଯୋଜନା